ରାଜଧାନୀକୁ ଜଳବନ୍ଦୀ ଭୟ

ମୌସୁମୀ ପୂର୍ବରୁ ସବୁ ଡ୍ରେନ୍ ସଫା ହେବ, ଡ୍ରେନ୍ ସଫା ପାଇଁ ଚିଠି ଲେଖିବ ବିଏମ୍‌ସି ଭୁବନେଶ୍ବର : ରାଜଧାନୀରେ ଏଥର ଯେମିତି ଜଳବନ୍ଦୀ ସମସ୍ୟା ହେବନି, ସେଥିପାଇଁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ପକ୍ଷରୁ ବହୁ ଅଞ୍ଚଳରେ ଡ୍ରେନ୍ ନିର୍ମାଣ କରାଯାଇଛି। ମାର୍ଚ୍ଚ ‌ଶେଷ ସୁଦ୍ଧା ଅର୍ଦ୍ଧନିର୍ମିତ ଡ୍ରେନ୍‌ଗୁଡ଼ିକର ବି ନିର୍ମାଣ ସରିବ। କିନ୍ତୁ ଡ୍ରେନ୍ ସଫା ନହେଲେ ଯେତେ ଡ୍ରେନ୍ ନିର୍ମାଣ କଲେ ବି ଜଳବନ୍ଦୀ ସମସ୍ୟାର … Continue reading ରାଜଧାନୀକୁ ଜଳବନ୍ଦୀ ଭୟ